୨୦୨୪ରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋଙ୍କର ଭୋଟ୍ ଦାନ CC BY-NC-ND  — ନିର୍ଭିକ, ଅଜେୟ ଭବାନୀ ମାହାତୋ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଦୀର୍ଘ ଦଶନ୍ଧି ଧରି ନିଜେ ଚାଷ କରିଥିଲେ, ରାନ୍ଧିଥିଲେ, ନିଜ ପରିବାର ସହ ଅନ୍ୟ ବିପ୍ଳବୀମାନଙ୍କୁ ଖୁଆଇଥିଲେ। ଏବେ ତାଙ୍କର ବୟସ ପ୍ରାୟ ୧୦୬ ବର୍ଷ କିନ୍ତୁ ସେ ହାର ମାନିନାହାନ୍ତି, ତାଙ୍କର ସଂଗ୍ରାମ ଏବେ ବି ଜାରି ରଖିଛନ୍ତି... ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଛନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 15 hr
ଓଡ଼ିଆ ମାତୃଭାଷୀଙ୍କ ଡିଜିଟାଲ ନିରାପତ୍ତା: ଏକ ସାମାଜିକ-ଅର୍ଥନୈତିକ ଅବଲୋକନ  CC BY  — "ପ୍ରକୃତରେ ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ସମାନ ଡିଜିଟାଲ ଦୁନିଆ ଗଢ଼ିବା ପାଇଁ ଓଡ଼ିଶାର ଅନେକ ଅବହେଳିତ ଗୋଷ୍ଠୀଙ୍କ ବାବଦରେ ଗଭୀର ସାମାଜିକ-ଅର୍ଥନୈତିକ ଏବଂ ଡିଜିଟାଲ ଉତ୍ପୀଡ଼ନର ଉଚ୍ଛେଦ ଜରୁରୀ ।" ... Global Voices 15 hr
କାଶ୍ମୀର: ଆଉ ନାହିଁ ସେହି ହ୍ରଦ CC BY-NC-ND  — ପ୍ରଦୂଷଣ ଯୋଗୁଁ ଏସିଆର ସର୍ବବୃହତ୍‌ ମଧୁର ଜଳାଶୟ – ଉଲାର ହ୍ରଦର ଜଳସ୍ତର ହ୍ରାସ ପାଇବା ସହିତ ମାଛ ସଂଖ୍ୟା କମିବାରେ ଲାଗିଛି । ଏହି ହ୍ରଦ ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଉଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ଭଲ ପରିମାଣର ମାଛ ଧରିବା ଏବେ କାଠିକର ପାଠ ହୋଇଛି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 18 hr
ଗଣତନ୍ତ୍ର ପାଇଁ ମତଦାନ କରିବ ଦାମୁ ନଗର CC BY-NC-ND  — ମୁମ୍ବାଇ ଉତ୍ତର ସଂସଦୀୟ କ୍ଷେତ୍ରରେ ଦାମୁ ନଗର ବସ୍ତିର ବାସିନ୍ଦା ସାଧାରଣ ନିର୍ବାଚନ ୨୦୨୪ରେ ଅବହେଳିତ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ମତଦାନ କରିବାକୁ ଯାଉଛନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 d
ମୋରାଦାବାଦରେ ପିତ୍ତଳ କାରୀଗରଙ୍କ ଦୁର୍ଦ୍ଦଶା CC BY-NC-ND  — ଉତ୍ତର ପ୍ରଦେଶର ଏହି ଶିଳ୍ପ ନଗରୀରେ ପିତ୍ତଳ ତରଳାଇ ବିଭିନ୍ନ ସାମଗ୍ରୀ ତିଆରି କରୁଥିବା ଲୋକମାନେ ଭାଟିରେ ବିପଜ୍ଜନକ ପରିସ୍ଥିତିରେ ଦିନକୁ ୧୨ ଘଣ୍ଟା କାମ କରିବାରେ ବିତାଇଥା’ନ୍ତି। ଏହି ଉଦ୍ୟୋଗକୁ ୨୦୧୪ରେ ଭୌଗଳିକ ସଙ୍କେତ (ଜିଆଇ) ଟ୍ୟାଗ ମିଳିଥିଲା, କିନ୍ତୁ ‘ପିତ୍ତଳ ନଗରୀ’ ନାମରେ ପରିଚିତ ଏହି ଅଞ୍ଚଳର କାରୀଗରମାନେ କୁହନ୍ତି ଯେ ଏହାଦ୍ୱାରା ସେମାନଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 2 d
ଏପଟେ ସହରୀ କଟକଣା, ସେପଟେ ନୀଳ ସାଗର CC BY-NC-ND  — ଚେନ୍ନାଇର ନୋଚିକୁପ୍ପମରେ ମାଛ ବିକି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ପାରମ୍ପରିକ ବ୍ୟବସାୟ ସ୍ଥଳୀ, ସମୁଦ୍ରକୂଳରୁ ହଟାଇ ଅନ୍ୟ ଏକ ବାଡ଼ଘେରା ବଜାରକୁ ଯିବା ଲାଗି ବାଧ୍ୟ କରାଯାଉଛି। ଏହି ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରୁଛନ୍ତି ମତ୍ସ୍ୟଜୀବୀ ସଂପ୍ରଦାୟ। କାରଣ, ଏହା ସେମାନଙ୍କ ଜୀବିକାର ସୁରକ୍ଷା ଏବଂ ପରିଚିତିର ପ୍ରଶ୍ନ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 3 d
‘ବର୍ଷା ବିନା ମୋ କଳା ହଜିଯିବ ବୋଲି କିଏ ଜାଣିଥିଲା?’ CC BY-NC-ND  — ପଶ୍ଚିମ ମହାରାଷ୍ଟ୍ରର କେର୍ଲେ ଗାଁରୁ ସଞ୍ଜୟ କାମ୍ବଳେ ହେଉଛନ୍ତି ଜଣେ ଚାଷୀ ଓ ବାଉଁଶ ପାତିଆରେ ଅତି ସୁନ୍ଦର ଇର୍ଲ ବା ବର୍ଷାତି ତିଆରି କରି ପାରୁଥିବା ହସ୍ତଶିଳ୍ପୀ। ଗତ ଦଶନ୍ଧି ଧରି ବୃଷ୍ଟିପାତ କମି ଯାଉଥିବାରୁ ଓ ଶସ୍ତାରେ ପ୍ଲାଷ୍ଟିକ ବର୍ଷାତି ମିଳିବା ଯୋଗୁଁ ସେ ତାଙ୍କ ହସ୍ତକଳାକୁ ବଞ୍ଚାଇ ରଖିବା କଷ୍ଟକର ହେଉଛି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 4 d
ପଙ୍ଗ୍‌ CC BY-NC-ND  — ମଣିପୁରର ମୈତେଇ ସଂପ୍ରଦାୟର ଏହି ପାରମ୍ପରିକ ଢୋଲ ହିଁ ସେମାନଙ୍କ ସଂସ୍କୃତିଏବଂ ଆକର୍ଷଣୀୟ ନୃତ୍ୟ ଓ ସଂଗୀତର କେନ୍ଦ୍ରରେ ବିଦ୍ୟମାନ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ଢୋଲ, ବ୍ୟାଗ୍‌ପାଇପ୍‌ ଏବଂ ଛୋଲିୟା ନୃତ୍ୟ CC BY-NC-ND  — ଗ୍ରାମୀଣ ଭାରତୀୟ ସଙ୍ଗୀତରେ ସ୍କଟଲ୍ୟାଣ୍ଡର ବ୍ୟାଗପାଇପର ସଂଯୋଜନ କରନ୍ତି ଉତ୍ତରାଖଣ୍ଡର ଛୋଲିୟା ନୃତ୍ୟଦଳ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ଆମେ ଯାହା କରୁ, ମହିଳା, ଭିଡିଓଜୋନ୍ CC BY-NC-ND  — ଗାଁ ଲୋକଙ୍କ ସମାଲୋଚନା, ସ୍ୱାମୀମାନଙ୍କର ନିନ୍ଦା ଏବଂ ବହୁ ଶତାବ୍ଦୀ ଧରି ଚାଲିଆସୁଥିବା ଜାତିଗତ ପକ୍ଷପାତ ବିରୋଧରେ ଲଢେଇ କରି ବିହାରର ଧୀବ୍ରା ଗାଁର ୧୦ ଜଣ ଦଳିତ ମହିଳା ଏକ ବ୍ୟାଣ୍ଡ ଗଠନ କରିଛନ୍ତି । ଏବେ ସେମାନେ ଅନେକ ସ୍ଥାନକୁ ଗସ୍ତ କରିବା ସହ ସେମାନଙ୍କର ଧୂନ୍ରେ ଝୁମୁଛନ୍ତି । ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ପାହାଡ଼ର ବିସ୍ଥାପିତ ସଙ୍ଗୀତଜ୍ଞ CC BY-NC-ND  — ପ୍ରତିବର୍ଷ ଏପ୍ରିଲ-ମେ ମାସରେ ରାଜସ୍ଥାନର କୃଷିଶ୍ରମିକମାନେ ହିମାଚଳ ପ୍ରଦେଶର ଧର୍ମଶାଳାକୁ ଯାତ୍ରା କରିଥାନ୍ତି। ସେଠାରେ ସେମାନେ ଶହ ଶହ ବର୍ଷ ପୁରୁଣା ଏକ ବାଦ୍ୟଯନ୍ତ୍ର ରାବଣହାତ ବଜାଇ ଋତୁକାଳୀନ ଭାବେ କିଛି ଟଙ୍କା ରୋଜଗାର କରନ୍ତି। ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ଦୀନକର ଆଇୱଲେଙ୍କ ପରିଶ୍ରମରେ ତିଆରି ଅନେକଗୁଡ଼ିଏ ବଂଶୀ CC BY-NC-ND  — ମହାରାଷ୍ଟ୍ରର କୋଡୋଲି ଗ୍ରାମର କୁଶଳୀ ଶିଳ୍ପୀ ଓ ସଙ୍ଗୀତଜ୍ଞ ଦୀନକର ଆଇୱଲେ ୧.୫ ଲକ୍ଷ ଘଣ୍ଟା ଧରି ବଂଶୀ ତିଆରି କରିବା କାମ କରିସାରିଛନ୍ତି-କିନ୍ତୁ ଲକଡାଉନ ଓ ଅନ୍ୟ ସମସ୍ୟାଗୁଡ଼ିକ କାରଣରୁ ଏହି କାମ ଓ ସଙ୍ଗୀତ ଫିକା ପଡ଼ିବାକୁ ଲାଗିଲାଣି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
କାସରଗୋଡ଼ର ବାଉଁଶ ଢୋଲବାଦକ CC BY-NC-ND  — କେରଳର ପରପ୍ପା ଗାଁରେ ମାଭିଲନ୍‌ ଆଦିବାସୀ ସଂପ୍ରଦାୟର ପୁରୁଷମାନେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ‘ଘାସ’ରେ ଢୋଲ ବଜାନ୍ତି ଏବଂ ବର୍ଷର ଅନ୍ୟ ସମୟରେ ଏହି ବାଦ୍ୟକାରମାନେ ପାଲଟି ଯାଆନ୍ତି ଦିନ ମଜୁରିଆ । ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ବାସୁଦେବ ବାଉଲ: ବେଙ୍ଗଲର ଲୋକଗୀତ ଶିଳ୍ପୀ CC BY-NC-ND  — ବାଉଲ ସଂଗୀତର ସଂସ୍କୃତି ସ୍ୱତନ୍ତ୍ର। ଏଥିରେ ବିଭିନ୍ନ ଧର୍ମର ଜୀବନ ଦର୍ଶନର ସମନ୍ୱୟ ଦେଖିବାକୁ ମିଳିଥାଏ। ଏହି ଫିଲ୍ମର ବାସୁଦେବା ଦାସ ବାଉଲ ବୀରଭୂମ ଜିଲ୍ଲା ବୋଲପୁର ଅଞ୍ଚଳର ଜଣେ ବାଉଲ ଗାୟକ ତଥା ଜଣେ ଶିକ୍ଷକ। ତାଙ୍କ ସଂଗୀତରେ ବଂଚିବାର ଏହି କଳା ପରିପ୍ରକାଶ ହୋଇଥାଏ। ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ଅଛୋଟିରେ ନାଚ ପାଇଁ ବାଜା CC BY-NC-ND  — ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ଦଳିତ ସଂପ୍ରଦାୟର ବାଦ୍ୟକାରମାନେ ରାୟପୁରର ଏକ ଚୌଛକିରେ ଏକାଠି ହୁଅନ୍ତି ଏବଂ ସେମାନଙ୍କୁ ନେବା ପାଇଁ ଛତିଶଗଡ଼ର ଓବିସି ନୃତ୍ୟ ଦଳଙ୍କୁ ଅପେକ୍ଷା କରନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ଯେତେବେଳେ ମିନାକ୍ଷୀ ଗୋଟିଏ ପାତ୍ରକୁ ୩୦୦୦ ଥର ପିଟନ୍ତି CC BY-NC-ND  — ତାମିଲନାଡ଼ୁ ମନମୁଣ୍ଡାରିରେ ୮ କିଲୋଗ୍ରାମର କାଦୁଅ ସୁନ୍ଦର ସ୍ୱର ତିଆରି କରିପାରେ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
‘ପାହାଡ଼, ଜଙ୍ଗଲ ଏବଂ ଝରଣାଗୁଡ଼ିକ ଆମ ଦେବତା’ CC BY-NC-ND  — ଖଣି ମାଫିଆଙ୍କ ବିରୋଧରେ ଓଡ଼ିଶାର ନିୟମଗିରି ପାହାଡ଼ର ଆଦିବାସୀମାନେ ୨୦୧୩ରେ ଏକ ବିଜୟ ହାସଲ କରିଥିଲେ। କିନ୍ତୁ ସେମାନଙ୍କର ପୈତୃକ ଜମି ପ୍ରତି ବିପଦ ଜାରି ରହିଛି। ନିକଟରେ ଆୟୋଜିତ ନିୟମଗିରି ମହୋତ୍ସବରେ କବି ତଥା ସାମାଜିକ କର୍ମୀ ରାଜକିଶୋର ସୁନାନି ଏ ସଂପର୍କରେ ଗୀତ ଗାନ କରିଥିଲେ । ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ଶେରପୁର : ବଡ଼ ବଳିଦାନ, ଛୋଟିଆ ସ୍ମୃତି CC BY-NC-ND  — ସ୍ୱାଧୀନତା ସଂଗ୍ରାମର ୧୦ କାହାଣୀ -୪: ୧୯୪୨ରେ ଉତ୍ତର ପ୍ରଦେଶର ଏହି ଗାଁ ପତାକା ଉଡାଇଥିଲା ଆଉ ଏଥିପାଇଁ ତାକୁ ମୂଲ୍ୟ ଦେବାକୁ ପଡ଼ିଲା ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
মাজুলীৰ বাদ্যকৰৰ অবিশ্ৰান্ত সংগ্ৰাম CC BY-NC-ND  — অসমৰ প্ৰায় প্ৰতিটো উৎসৱতে হাতেৰে বজোৱা বাদ্যযন্ত্ৰৰ ভূমিকা গুৰুত্বপূৰ্ণ। তৎসত্ত্বেও বাদ্যযন্ত্ৰ তৈয়াৰ কৰা শিল্পীসকলে এতিয়া যথেষ্ট সমস্যাৰ সন্মুখীন হ’বলগীয়া হৈছে। বিশেষকৈ নতুনকৈ প্ৰণয়ন কৰা গো-সুৰক্ষা আইনৰ বাবে ইয়াৰ সৈতে জড়িত শিল্পীসকলে দামবৃদ্ধিৰ লগতে বিভিন্ন আন সমস্যাৰ ফলত হাৰাশাস্তি ভোগা দেখা গৈছে ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
ୟବତମାଲର କୋଲାମୀ ଭାଷାଭାଷୀ କପା ଚାଷୀ CC BY-NC-ND  — ୟବତମାଲର କୋଲାମ ଆଦିବାସୀ ମୁଖ୍ୟତଃ କପା ଚାଷୀ ହୋଇଥିବା ବେଳେ ସେମାନଙ୍କ ଭାଷା ଲୋପ ପାଇଯିବାର ଆଶଙ୍କା ଦେଖା ଦେଇଛି । ପରୀର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପ (ଇଏଲପି) ଏହି ଆଦିବାସୀ, ସେମାନଙ୍କର ଜୀବିକା ଓ ସେମାନଙ୍କ ଭାଷାକୁ ନେଇ ରହିଥିବା ଆହ୍ୱାନକୁ ନିକଟରୁ ଅନୁଧ୍ୟାନ କରିବା ପାଇଁ ପ୍ରୟାସ କରିଛି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 6 d
'ଲୋକେ ଆମକୁ ଏମିତି ଚାହାନ୍ତି ଯେମିତି ଆମେ ପ୍ରେତ' CC BY-NC-ND  — ଇଛାଲକରଞ୍ଜି ସହରରେ ରହୁଥିବା ହିଞ୍ଜଡ଼ାମାନେ ସବୁଠି ବିଭେଦର ଶିକାର ହୁଅନ୍ତି - ଘରେ, ସ୍କୁଲରେ ଏବଂ ରାସ୍ତାରେ। ସାଧାରଣ ଲୋକଭଳି କାମ କରି ଗୌରବର ସହ ବଞ୍ଚିବାକୁ ସେମାନେ ସଂଘର୍ଷ କରୁଛନ୍ତି। ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ପରିବର୍ତ୍ତିତ ଅଯୋଧ୍ୟାରେ ରାମ କଥା ପ୍ରଦର୍ଶନ CC BY-NC-ND  — ଦଶହରା ମାସ ସମୟରେ ରାଗ୍ଟାଗ୍ ରାମକଥା ଗାୟକ ଦଳ ମଞ୍ଚରୁ ମଞ୍ଚ ଡିଆଁ ମାରି ପ୍ରଦର୍ଶନ କରିଥାନ୍ତି, ଏପରିକି ସାମ୍ପ୍ରତିକ ରାଜନୀତି ମଧ୍ୟ ଏହି ଲୋକକଥା ମାଧ୍ୟମରେ ଉପସ୍ଥାପନ କରିଥାନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
‘ମୁଁ ଆଉ ଥରେ ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଲି ନାହିଁ’ CC BY-NC-ND  — ପଶ୍ଚିମବଙ୍ଗର ବନି ପଲ୍‌ଙ୍କୁ ତାଙ୍କର ଇଣ୍ଟରସେକ୍ସ ବିବିଧତା ପାଇଁ ଅନ୍ତର୍ଜାତୀୟ ଫୁଟବଲ୍‌ ଖେଳିବାରୁ ଅଟକାଗଲା । ଏପ୍ରିଲ ୨୨, ଜାତୀୟ ଇଣ୍ଟରସେକ୍ସ ମାନବାଧିକାର ଦିବସରେ, ସେ ତାଙ୍କର ପରିଚୟ ସମ୍ପର୍କରେ ପ୍ରକାଶ କରନ୍ତି ଏବଂ ତାଙ୍କର ସଂଘର୍ଷ କଥା ମନେ ପକାନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ଉନ୍ମୋଚିତ ହେଲା: କିନ୍ନର ସମ୍ପ୍ରଦାୟର ଥିଏଟର୍ CC BY-NC-ND  — କିନ୍ନରମାନେ କଦବା କ୍ୱଚିତ୍ ଥିଏଟରରେ ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି। ମାର୍ଚ୍ଚ ୩୧ ରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସଜେଣ୍ଡର୍ ଡେ ଅଫ୍ ଭିଜିବିଲିଟି ଦିବସରେ, ସାନ୍ଦାକାରଙ୍ଗା ଉପରେ ଏକ ଫଟୋ କାହାଣୀ - କିନ୍ନର ସମ୍ପ୍ରଦାୟର ଜୀବନ ଏବଂ ଭେଦଭାବ ବିରୋଧରେ ସେମାନଙ୍କ ସଂଗ୍ରାମ ବିଷୟରେ ଏକ ନାଟକ ପ୍ରଦର୍ଶିତ ହୋଇଛି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ଧର୍ମଶାଳାରେ ସ୍ୱାଭିମାନ ପଦଯାତ୍ରା CC BY-NC-ND  — ହିମାଚଳ ପ୍ରଦେଶରେ ଆୟୋଜିତ ପ୍ରଥମ ‘ପ୍ରାଇଡ୍ ମାର୍ଚ୍ଚ’ ସମଲିଙ୍ଗୀ ସମ୍ପ୍ରଦାୟର ଅଧିକାର ନିମେନ୍ତ ଉଦ୍ଦିଷ୍ଟ ଥିଲା, ଏଥିରେ ରାଜ୍ୟର ଗ୍ରାମ ତଥା ଛୋଟ ଛୋଟ ସହରରୁ ବହୁ ବ୍ୟକ୍ତି ଭାଗ ନେଇଥିଲେ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ନିଜର ପରିଚୟ ଖୋଜୁଛନ୍ତି ସୁମିତ୍‌ CC BY-NC-ND  — ଯୌନ ଓ ଲିଙ୍ଗ ଆଧାରିତ ହିଂସା ଅନେକ ରୂପରେ ପ୍ରକଟ ହୋଇପାରେ। ପାରିବାରିକ ପ୍ରତିରୋଧଠାରୁ ଆରମ୍ଭ କରି ଅନ୍ତହୀନ ଚିକିତ୍ସା ଓ ଆଇନଗତ ପ୍ରତିବନ୍ଧକ ପର୍ଯ୍ୟନ୍ତ, ସୁମିତ ନିଜ ଲିଙ୍ଗଗତ ପରିଚୟକୁ ପୁନଃପ୍ରାପ୍ତ କରିବା ପାଇଁ ଏକ କଠିନ ରାସ୍ତା ଅତିକ୍ରମ କରିଛନ୍ତି ଏବଂ ତାଙ୍କୁ ଆହୁରି ଅନେକ ବାଟ ଯିବାକୁ ବାକି ଅଛି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ମହାନଗରରେ ପ୍ରେମ ଓ ନିଜ ପାଇଁ ଏକ ସ୍ଥାନ CC BY-NC-ND  — ଗ୍ରାମୀଣ ମହାରାଷ୍ଟ୍ରର ଜଣେ ଯୁବତୀ ଏବଂ ପରଲିଙ୍ଗି (ଟ୍ରାନ୍ସ) ପୁରୁଷ ନିଜର ପ୍ରେମ କାହାଣୀ କହିଛନ୍ତି ଯାହାକି ସାମାଜିକ ମାନ୍ୟତା, ନ୍ୟାୟ, ପରିଚୟ ଭାବନା ଏବଂ ଏକ ମିଳିତ ଭବିଷ୍ୟତ ପାଇଁ ସେମାନଙ୍କ କଷ୍ଟ ଓ ସଂଘର୍ଷକୁ ଦର୍ଶାଉଛି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
‘ମୁଁ ଯେମିତି ସମସ୍ତେ ମୋତେ ସେମିତି ଗ୍ରହଣ କରିଛନ୍ତି’ CC BY-NC-ND  — ତୁଳସୀ ଇରୁଲର ସମ୍ପ୍ରଦାୟର ହୋଇଥିବାବେଳେ କିନ୍ନର ଲୋକଙ୍କ ତିରୁନଙ୍ଗଇ ସମାଜର ସଦସ୍ୟ ଅଟନ୍ତି। ଜଣେ ଏକାକିନୀ ଅଭିଭାବକ ରୂପରେ, ସେ ଦିନ ମଜୁରିଆ ଭାବେ କାମ କରି, ମନ୍ଦିର ଅନୁଷ୍ଠାନରେ ଭାଗ ନେଇ ଏବଂ ଆୟୁର୍ବେଦ ଚିକିତ୍ସା କରି ନିଜର ଭରଣ-ପୋଷଣ କରିଥା’ନ୍ତି । ଅନ୍ତର୍ଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ ଉପରେ ଏକ କାହାଣୀ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
‘ସାଲିହାନ’ ଯେତେବେଳେ ବ୍ରିଟିଶଙ୍କୁ ପରାସ୍ତ କଲେ CC BY-NC-ND  — ସ୍ୱାଧୀନତା ସଂଗ୍ରାମର ୧୦ଟି କାହାଣୀ – ୧: ବନ୍ଧୁକଧାରୀ ବ୍ରିଟିଶ ଅଫିସରମାନଙ୍କୁ ଲାଠିରେ ଆୟତ୍ତ କରିଥିଲେ ଓଡ଼ିଶା, ନୂଅପଡ଼ା ଜିଲ୍ଲାର ଦେମତୀ ଦେଇ ଶବର ଏବଂ ତାଙ୍କ ସାଥୀ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
یومِ جمہوریہ پر ٹریکٹر سے پریڈ کی یاد میں CC BY-NC-ND  — سال ۲۰۲۱ میں یومِ جمہوریہ کے موقع پر، آئین اور شہریوں کے حقوق کی حفاظت کے لیے کسانوں نے ٹریکٹر پریڈ نکالا تھا اور پرامن طریقے سے احتجاجی مظاہرہ کیا تھا۔ یہ فلم زرعی قوانین کو منسوخ کرنے کی ان کی طویل جدوجہد کو خراج عقیدت ہے ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ମିରଟର କ୍ୟାରମ୍‌ ବୋର୍ଡ ନିର୍ମାତା CC BY-NC-ND  — ଫୁରସତ୍‌ ସମୟରେ କ୍ୟାରମ୍‌ ଖେଳିବାକୁ ସମସ୍ତେ ପସନ୍ଦ କରନ୍ତି, କିନ୍ତୁ ସମସ୍ତେ ଏହାକୁ ଖେଳନ୍ତି ନାହିଁ। ମିରଟରେ କ୍ୟାରମ୍‌ ବୋର୍ଡ ତିଆରି କରୁଥିବା ଲୋକଙ୍କ ପାଇଁ ଏହି ଖେଳ କାମ, ଶାରୀରିକ ଶ୍ରମ, ସମୟ ନେଉଥିବା ବିଶେଷ କୌଶଳ ଏବଂ ଦୈନିକ ଆୟର ଉତ୍ସ ଅଟେ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ଜଣେ ହେଲେ ରାଜନେତା ଆସୁନଥିବା ଗାଁ CC BY-NC-ND  — ସତପୁରାର ଗଡ଼ାଣିଆ ପଥର ଚଟାଣ ମଝିରେ ଅବସ୍ଥିତ ଅମ୍ବାପାଣି ପଡ଼ାରେ ଗଣତନ୍ତ୍ରର ସୁଫଳ ଅପହଞ୍ଚ ହୋଇ ରହିଛି - ସ୍ଥାନୀୟ ବାସିନ୍ଦା ସାଧାରଣ ନିର୍ବାଚନ ୨୦୨୪ରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ, କିନ୍ତୁ ସେମାନଙ୍କ ପାଖରେ ସଡ଼କ, ବିଦ୍ୟୁତ ସଂଯୋଗ କିମ୍ବା ସ୍ୱାସ୍ଥ୍ୟସେବା ସୁବିଧା ନାହିଁ ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ଦିନ ମଜୁରିଆଙ୍କ ଭବିଷ୍ୟତ ଅନ୍ଧାର CC BY-NC-ND  — ୨୦୨୪ ଜୁନ୍‌ ୪ ତାରିଖରେ ସାଧାରଣ ନିର୍ବାଚନ ପରିଣାମ ଘୋଷଣା ହେବା ପରେ ଝାଡ଼ଖଣ୍ଡରେ ଦିନେ ସକାଳ ସମୟ। ହେଲେ ଏଠାକାର ଡାଲଟନ୍‌ଗଞ୍ଜ ଶ୍ରମିକ ବଜାରରେ, କାମ ଅଭାବ ଦୂର ହେଉନାହିଁ ବୋଲି ଶ୍ରମିକମାନେ କହିଛନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
‘ଆପଣ ଆମ ଗାଁ ପାଇଁ କ’ଣ କରିଛନ୍ତି?’ CC BY-NC-ND  — ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ଏହି ଗାଁ ଚେଚରିଆରେ ମୁଖ୍ୟତଃ ଦଳିତ ବାସିନ୍ଦାମାନେ ରୁହନ୍ତି ଯେଉଁମାନେ ମାଗଣା ଗ୍ୟାସ୍‌ ସିଲିଣ୍ଡର, ରାସ୍ତା ଓ ନଳକୂଅ ଭଳି ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ନିଜ ଦୁର୍ଦ୍ଦଶାକୁ ନେଇ ଅସନ୍ତୁଷ୍ଟ ଓ ବିରକ୍ତ ହୋଇ ସେମାନେ ସାଧାରଣ ନିର୍ବାଚନ ୨୦୨୪କୁ ହିସାବ କରିବାର ସମୟ ବୋଲି କୁହନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ପରିବର୍ତ୍ତନ ପାଇଁ ଭୋଟ୍‌ ଦେଲେ ରୋହତକର ଶ୍ରମିକ CC BY-NC-ND  — ପ୍ରାୟ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ, ହରିୟାଣାର ଏହି ତହସିଲ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲା। ଚଳିତ ସାଧାରଣ ନିର୍ବାଚନ ୨୦୨୪ ସେମାନଙ୍କ ପାଇଁ କେଉଁ ମୂଲ୍ୟ ରଖୁଛି ତାହା ଏହି ଅଞ୍ଚଳର ଶ୍ରମିକମାନେ ଦର୍ଶାଇ ଦେଇଛନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
ଅଟ୍ଟାରି-ୱାଗା କୁଲିମାନେ: ଜୀବନ ଜୀବିକା ବିପର୍ଯ୍ୟସ୍ତ CC BY-NC-ND  — ମତଦାତାମାନେ ସମସ୍ତେ ଚାହାନ୍ତି ଜଣେ ଶକ୍ତିଶାଳୀ ସାଂସଦ ଯେ କି ସେମାନଙ୍କ ସମସ୍ୟାସବୁକୁ ଦିଲ୍ଲୀରେ ଶୁଣାଇବ। ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସର୍ବାଧିକ ସମ୍ବେଦନଶୀଳ ସୀମାଠାରେ କାମ ହରାଇଥିବା କୁଲିମାନେ ୨୦୨୪ ସାଧାରଣ ନିର୍ବାଚନ କାଳରେ ମଧ୍ୟ ଠିକ୍ ସେଇଆ ଚାହୁଁଛନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 1 w
‘ଏହିସବୁ ଆନ୍ଦୋଳନ ଆମ ପାଇଁ ବିଦ୍ୟାଳୟ ସଦୃଶ’ CC BY-NC-ND  — ପଞ୍ଜାବ ମନସା ଜିଲ୍ଲାର କିଶନଗଡ଼ ସେଧା ସିଂ ୱାଲାର ବରିଷ୍ଠ ମହିଳାଙ୍କ ପାଇଁ ୨୦୨୦-୨୧ର ଐତିହାସିକ କୃଷି ଆନ୍ଦୋଳନ ପରିବର୍ତ୍ତନକାରୀ ଥିଲା। ଅସହମତି ଏକ ଶିକ୍ଷା ଭାବେ କାମ କଲା, ଏପରିକି ୨୦୨୪ର ସାଧାରଣ ନିର୍ବାଚନରେ ସେମାନଙ୍କ ପାଇଁ ବିକଳ୍ପ ପ୍ରସ୍ତୁତ କଲା ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 2 w
ଗୋବିନ୍ଦପୁରର ଶେଷ ହସ୍ତତନ୍ତ ବୁଣାକାର CC BY-NC-ND  — ଯୁବାବସ୍ଥାରେ ରୂପଚାନ୍ଦ ଦେବନାଥ ପ୍ରଥମେ ଶାଢ଼ି ବୁଣୁଥିଲେ; ବର୍ତ୍ତମାନ ସେ ତ୍ରିପୁରାରେ ଥିବା ନିଜ ତନ୍ତରେ ଛୋଟ ଏବଂ ସରଳ ଗାମଛା ବୁଣୁଛନ୍ତି । ରୋଜଗାର ହ୍ରାସ ପାଇବା ଏବଂ ସରକାରୀ ସହାୟତା ନମିଳିବା କାରଣରୁ ବୁଣାକାମ କରି ଚଳି ହେଉନଥିବାରୁ ଅନ୍ୟ ବୁଣାକାରମାନେ ଭିନ୍ନ ବେଉସା ଗ୍ରହଣ କରିନେଲେଣି, କିନ୍ତୁ ସତୁରି ବର୍ଷରୁ ଅଧିକ ବୟସ୍କ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ତନ୍ତକୁ ଛାଡ଼ିପାରୁନାହାନ୍ତି ... ପିପୁଲ୍ସ୍ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ 2 w